Sunday, 8 October 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ 🌞ବନ୍ଦେମାତରମ୍*⛳
🐌🚩🌹🐌🐄🐌🌹🚩
   *କାର୍ତ୍ତିକମାସ କୃଷ୍ଣପକ୍ଷ ତୃତୀୟାତିଥି*
  *ଦ୍ବିଜାନକ୍ଷତ୍ର , ସୂର୍ଯ୍ୟ ଦକ୍ଷିଣାୟନ,*
     *ମେଷଚନ୍ଦ୍ର ହେମନ୍ତ ଋତୁ*
       *ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪*
    *ରବିବାର ,ଇଂରାଜୀ
   ୦୮ତାରିଖ, ଅକ୍ଟୋବର ୨୦୧୭*
~~~~~~~~~~~~~~~~~~~
           *||ପ୍ରଭାତ ପ୍ରସାଦ||*
ସ୍ବଦେଶ ପାଇଁ ବଞ୍ଚିବା
ସୁମାର୍ଗେ ନିଶ୍ଚେ ବଢ଼ିବା
ସଂସ୍କୃତି ଧର୍ମ ରକ୍ଷା ପାଇଁ
ଶୁଦ୍ଧ କର୍ମ କରିବା.... !
   ସ୍ବଦେଶ ପାଇଁ ବଂଚିବା..

ସତ୍ଯ ହିଁ ବରଣୀୟ
ଧର୍ମ ଆଚରଣୀୟ
ପରସ୍ପର ସମ୍ମାନାର୍ଥେ
ବ୍ୟବହାର କରିବା
ସଂଗଠନ ଗଢ଼ିିବା...
ସମାଜ ପାଇଁ ବଂଚିବା....

ନିଜ ସ୍ବାର୍ଥ ତେଜିବା
ପରମାର୍ଥ ଚିନ୍ତିବା
ସମନ୍ବୟ ଦର୍ଶନରେ ଅଗ୍ରସର ହୋଇବା
ସ୍ବଦେଶ ପାଇଁ ବଂଚିବା....

ମନ୍ତ୍ର ଆମ ଓଁକାର
ସଙ୍ଗୀତ ରାଷ୍ଟ୍ର ଝଂକାର
ସେବା ସମର୍ପଣ ଭାବେ
ସନ୍ତାନକୁ ଗଢ଼ିିବା
ସମାଜ ପାଇଁ ବଂଚିବା !!
~~~~~~~~~~~~~~

🌈 *ରବିବାର ହେଉ ଶୁଭଙ୍କର*🌈
🐌🌿🍁🐌🐇🐌🐚🐌

No comments: