Saturday, 21 October 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ 🌞ବନ୍ଦେମାତରମ୍*⛳
🐌🌿🍁🐌🐇🐌🐚🐌
  *କାର୍ତ୍ତିକମାସ ଶୁକ୍ଳପକ୍ଷ  ଦ୍ବିତୀୟା*
   *ସ୍ବାତୀନକ୍ଷତ୍ର, ଦକ୍ଷିଣାୟନ*
      *ତୁଳାଚନ୍ଦ୍ର, ହେମନ୍ତଋତୁ*
          *ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪, ଶନିବାର*
      *ଇଂରାଜୀ ୨୧ ତାରିଖ*
        *ଅକ୍ଟୋବର ୨୦୧୭*
~~~~~~~lॐl~~~~~~~~~
      [] [] *ପ୍ରଭାତ ପ୍ରସାଦ*[] []
ମାନବ ଜୀବନ ନୁହେଁ ମିଥ୍ଯା ଭାଣ
କିବା କୂଟନୀତି କୌଶଳ ପ୍ରଧାନ
ଏ ଜୀବନ ସତ୍ଯ ଶୁଦ୍ଧ ସାରତତ୍ତ୍ବ
ତତ୍ତ୍ବ ଅନୁବନ୍ଧ ମାନବର ସ୍ବତ୍ତ୍ବ
ଯା ଜୀବନ ଗତି ତତ୍ତ୍ବ ଅଭିମୁଖୀ
ସେହି ଏକା କୃତୀ ସେହି ଏକା ସୁଖୀ
ତତ୍ତ୍ବର ସାଧନେ କୃତକୃତ୍ୟ ଜନ
ଲଭଇ ମରଣେ ଅମୃତ ଜୀବନ
ସତ୍ଯ ସନାତନ ପ୍ରଭୁ ଭଗବାନ
ଏ ଭାବେ କର ମୋ ହୃଦ ବଳୀୟାନ
     [ ବନ୍ଦୀର ଆତ୍ମକଥା]
            *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇🐌🐚🐌

No comments: