⛳ *ସୁପ୍ରଭାତ 🌞ବନ୍ଦେମାତରମ୍*⛳
🐌🚩🌹🐌🐄🐌🌹🚩
*କାର୍ତ୍ତିକମାସ କୃଷ୍ଣପକ୍ଷ ଏକାଦଶୀତିଥି*
*ଅଶ୍ଳେଷା ନକ୍ଷତ୍ର , ସୂର୍ଯ୍ୟ ଦକ୍ଷିଣାୟନ,*
*କର୍କଟ ଚନ୍ଦ୍ର ହେମନ୍ତ ଋତୁ*
*ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪*
*ରବିବାର , ଇଂରାଜୀ ୧୫ତାରିଖ*
*ଅକ୍ଟୋବର ୨୦୧୭*
~~~~~~~~~~~~~~~~~~~
*||ପ୍ରଭାତ ପ୍ରସାଦ ||*
ତୁମ ଦେଇଥିବା ମୁରଲୀମୁରଜେ
ଗାଉଛି ତୁମର ନାମଟି
ଆନ କାର୍ଯ୍ୟ ଲାଗି ହୋଇଛି ଅଳସ,
କରେ ମାତ୍ର ତୁମ କାମଟି
ତୁମରି ଦରବେ ତୁମରି ବିପଣୀ
ସଜାଇ ବସିଛି ବଜାରେ
ତୁମରି ଚନ୍ଦନ ତୁଳସୀ ଘେନି ମୁଁ
ବସିଛି ତୁମରି ପୂଜାରେ
~~~~~~~~~~~~~~
ନାରୀ କବି କୁନ୍ତଳା କୁମାରୀ ସାବତ
~~~~~~~~~~~~~~
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇🐌🐚🐌
Sunday, 15 October 2017
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment