Friday, 6 October 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ 🌞ବନ୍ଦେମାତରମ୍*⛳
🐌🚩🌹🐌🐄🐌🌹🚩
      *କାର୍ତ୍ତିକ ମାସ କୃଷ୍ଣ ପକ୍ଷ ପ୍ରତିପଦା*
*ରେବତୀ ନକ୍ଷତ୍ର , ସୂର୍ଯ୍ୟ ଦକ୍ଷିଣାୟନ,*
     *ମୀନ ଚନ୍ଦ୍ର* *ହେମନ୍ତ ଋତୁ*
       *ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪*
    *ଶୁକ୍ରବାର, ଇଂରାଜୀ
   ୦୬ ତାରିଖ, ଅକ୍ଟୋବର ୨୦୧୭*
~~~~~~~~~~~~~~~~~~~
          *ପ୍ରଭାତ ପ୍ରସାଦ*
ସମ୍ପଦେ ସୁଖରେ କରିନାହିଁ ମନେ
      ଡାକୁଛି ବିପଦ କାଳେ ହେ
କ୍ଷମ ହେ ଦୁର୍ବଳେ, କ୍ଷମ ହେ ସନ୍ତାନେ
କ୍ଷମ ହେ ଅଧମ ବ୍ୟଥିତ ପରାଣେ
  ଦିଅ ହେ ଅଭୟ ଦାନ ଦୟାମୟ
ସୁର ମୋତେ ଅଛ ସୃଜି ହେ
ଆସହେ ଦେବତା ପ୍ରାଣର ସବିତା
ହୃଦୟ ମନ୍ଦିରେ ଆଜି ହେ
ଦେବି ଗୋ ଚରଣେ ପ୍ରେମ ଉପହାର
ଭକତି କୁସୁମ ସାଜି ହେ..!
        *ନାରୀକବି କୁନ୍ତଳା କୁମାରୀ*
~~~~~~~~~~~~~~

🌈 *ଶୁକ୍ରବାର ହେଉ ଶୁଭଙ୍କର*🌈
🐌🌿🍁🐌🐇🐌🐚🐌

No comments: