Thursday, 12 October 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ 🌞ବନ୍ଦେମାତରମ୍*⛳
🐌🚩🌹🐌🐄🐌🌹🚩
   *କାର୍ତ୍ତିକମାସ କୃଷ୍ଣପକ୍ଷ  ସପ୍ତମୀ ତିଥି*
  *ଆର୍ଦ୍ରା ନକ୍ଷତ୍ର , ସୂର୍ଯ୍ୟ ଦକ୍ଷିଣାୟନ,*
     *ମିଥୁନଚନ୍ଦ୍ର ହେମନ୍ତ ଋତୁ*
       *ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪*
   *ଗୁରୁବାର ,ଇଂରାଜୀ
   ୧୨ତାରିଖ, ଅକ୍ଟୋବର ୨୦୧୭*
~~~~~~~~~~~~~~~~~~~
         *||ପ୍ରଭାତ ଦର୍ଶନ ||*
*ସକାଳ ସତେ ସମ୍ୟକ୍ କାଳ*
*ଶୀତଳ କାଳ ବହେନା ଝାଳ*
*ସକାଳେ ମନ ଶାନ୍ତ ଥାଏ*
*ଏଣୁ କେବଳ ଶାନ୍ତି ଚାହେଁ*
*ସକାଳ ଶୁଭ ଦିନର ମୂଳ*
*ଅଳସ ଛାଡ଼ ଯୁବକ କୁଳ*
*ସକାଳେ ମନ ଯେମିତି ଚାହେଁ*
*ସାରା ଦିବସ ସେମିତି ପାଏ*
*ସକାଳେ ଶୁଭମନାସ କର*
*ସକଳ ଲୋକେଶାନ୍ତି ଭର*
*ସକାଳ ବହୁ କଲ୍ୟାଣ କର*
*ସକଳେ ଧ୍ୟାନ ବ୍ୟାୟାମ କର*
*ସକାଳ ସତ୍ଯ ଶିବଦ ଛବି*
*ଦେଖ ସୁନ୍ଦର ଛନ୍ଦ ହୋ କବି*
~~~~~~~~~~~~~~
  
🌈 *ଦିନଟି ସର୍ବ ଶୁଭଙ୍କର ହେଉ*🌈
🐌🌿🍁🐌🐇🐌🐚🐌

No comments: