⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
*ଆଜି ୦୨ତାରିଖ ଅକ୍ଟୋବର*
*୨୦୧୭ସୋମବାର ଆଶ୍ବିନମାସ*
*ଶୁକ୍ଳପକ୍ଷ ଦ୍ବାଦଶୀ ତିଥି*
*ଧନିଷ୍ଠା ନକ୍ଷତ୍ର*
*ସୂର୍ଯ୍ୟଦକ୍ଷିଣାୟନ*
*ଶରତଋତୁ,ମକର ଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
💢💠💢💠💢💠💢💠
*💦 *ପ୍ରଭାତ ପ୍ରସାଦ* 💦
ଦୁଃଖ ଯେଦିନ ଘୋଟିଆସେ ମୋର
ରୁଦ୍ର ତିମିର ଦେଶେ
ସେଦିନ ଯେସନେ ଭୟେ ନ ମରିବି
ତୀବ୍ର ନିରାଶା କ୍ଳେଶେ !
ମୃତ୍ୟୁ ଯେଦିନ କରାଳ ଲୋଚନେ
ତରାଟି ଚାହିଁବ ମୋତେ
ନିଜର ମହତ୍ତ୍ବେ ବରିବି ତାହାକୁ
ନ ମରିବି ଅଣାୟତ୍ତେ
ଦୂରକର ମୋର ନିବିଡ଼ ନିରାଶ
ବନ୍ଧନ ଗୋଟି ଗୋଟି
କ୍ରନ୍ଦନ ମୋର ନ ଉଛୁଳୁ ପ୍ରାସେ
କଣ୍ଟକ କୋଟି କୋଟି!
*ନାରୀକବି କୁନ୍ତଳା କୁମାରୀ*
➖➖➖➖➖➖➖➖
*ଗାନ୍ଧୀଜୀ ଏବଂ ଶାସ୍ତ୍ରୀଜୀଙ୍କ ଜୟନ୍ତୀର*
*ଶୁଭଅଭିନନ୍ଦନ*
*🙏ବନ୍ଦେ ଉତ୍କଳ ଜନନା🙏*
💐 *ଦିନଟି ମଙ୍ଗଳମୟ ହେଉ* 💐
🐌🌿🍁🐌🐇🐌🍁☔

No comments:
Post a Comment