Tuesday, 3 October 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
    *ଆଜି ୦୩ତାରିଖ ଅକ୍ଟୋବର*
    *୨୦୧୭ ମଙ୍ଗଳବାର  ଆଶ୍ବିନମାସ*
       *ଶୁକ୍ଳପକ୍ଷ  ତ୍ରୟୋଦଶୀ ତିଥି*
        *ଶତଭିଷା ନକ୍ଷତ୍ର*
      *ସୂର୍ଯ୍ୟଦକ୍ଷିଣାୟନ*
       *ଶରତଋତୁ,କୁମ୍ଭ ଚନ୍ଦ୍ର*
*ଯୁଗାବ୍ଦ୫୧୧୯* *ବିକ୍ରମସମ୍ବତ୍ ୨୦୭୪*
           
    💢💠💢💠💢💠💢💠
          *💦 *ପ୍ରଭାତ ପ୍ରସାଦ* 💦
*ଚିରସ୍ଥାୟୀ ନୁହେଁ ଶରୀର ପାଦପ*
    *ଭବ ତରଙ୍ଗିଣୀ ତୀରେ*
*ପ୍ରାଣ ମୂଳମାଟି ଧୌତ ହୋଇଗଲେ*
     *ଭାସିଯାଏ ଭବନରେ*
  *କେହି ତ କାହାରି ନୁହନ୍ତି ରାଜନ*
    *ମାୟାମୟ ଭବ ହାଟେ*
  *ଆପଣା ଆପଣା କଉଡ଼ି ସରିଲେ*
  *ଫେରୁଛନ୍ତି ନିଜବାଟେ*

       _*ସ୍ବଭାବ କବି ଗଙ୍ଗାଧର*_
➖➖➖➖➖➖➖➖
   *🙏ବନ୍ଦେ ଉତ୍କଳ ଜନନା🙏*
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

No comments: