Wednesday, 25 October 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
      *କାର୍ତ୍ତିକମାସ ଶୁକ୍ଳପକ୍ଷ ପଞ୍ଚମୀତିଥି*
      *ମୂଳା ନକ୍ଷତ୍ର, ସୂର୍ଯ୍ୟ ଦକ୍ଷିଣାୟନ*
           *ଧନୁଚନ୍ଦ୍ର, ହେମନ୍ତଋତୁ*
              *ଯୁଗାବ୍ଦ-୫୧୧୯*
     *ବିକ୍ରମ ସମ୍ବତ୍ ୨୦୭୪, ବୁଧବାର*
         *ଇଂରାଜୀ  ତା. ୨୫ ରିଖ*
        *ଅକ୍ଟୋବର ୨୦୧୭ ମସିହା*
🕉🕉🕉🕉🕉🕉🕉🕉🕉
       
         [] [] *ସାହିତ୍ୟ ପ୍ରସାଦ* [] []
           
         *ମଣିଷ ଚିହ୍ନିବା ସହଜ ନୁହେଁ*
       *ବିପଦରେ ବନ୍ଧୁ ପରଖ ହୁଏ*
             *ଅସଲ ଘାଟିଟି ସେହି*
       *ସୁଖବେଳେ ବନ୍ଧୁ ଅନେକ ମିଳନ୍ତି*
            *ଦୁଃଖେ ନ ଥାଆନ୍ତି କେହି*  ||

                    [  *କାନ୍ତକବି ଲକ୍ଷ୍ମୀକାନ୍ତ*  ]
   
   🙏🙏🙏🙏🙏🙏🙏🙏
          
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ ହେଉ*🌈
 
  🐌🌿🍁🐌🐇💐🐌🐚🐌

No comments: