⛳ *ସୁପ୍ରଭାତ 🌞ବନ୍ଦେମାତରମ୍*⛳
🐌🌿🍁🐌🐇🐌🐚🐌
*କାର୍ତ୍ତିକମାସ ଶୁକ୍ଳପକ୍ଷ ପ୍ରତିପଦା*
*ଚିତ୍ରାନକ୍ଷତ୍ର, ଦକ୍ଷିଣାୟନ*
*ତୁଳାଚନ୍ଦ୍ର, ହେମନ୍ତଋତୁ*
*ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪, ଶୁକ୍ରବାର*
*ଇଂରାଜୀ ୨୦ ତାରିଖ,*
*ଅକ୍ଟୋବର ୨୦୧୭*
~~~~~~~lॐl~~~~~~~~~
*||ପ୍ରଭାତ ପ୍ରାର୍ଥନା ||*
ଜାଣୁଛୁ ଜୀବନ ଦୀପ
ଜଳୁ ଅଛି ଅହରହ
ଆୟୁଷତଇଳ ନିଜେ ତ ଭରିନୁ,
କିଏ ସେ ଭରିଛି କହ?
ସିଏ ହିଁ ଭାଗ୍ୟ କର୍ମରଫଳ
ଈଶ୍ବର ଫଳଦାତା
ଜନ୍ମ ସମୟୁ ଖଞ୍ଜି ହେଇଛି
କାଟିବ କେ ସାମରଥା ?
ହଁ ଶୁଭକର୍ମର ସଳିତା ତହିଁରେ
ଦେବାକୁ ହେବ ହେ ସାଥି !
ସ୍ବାର୍ଥରହିତ ପରୋପକାରରେ ମାତି
ଜୀବନଟା ହେଉ ଉଜ୍ଜ୍ବଳ
ପ୍ରତିଟି ସକାଳ ନୂଆନୂଆ ଲାଗୁ
କର ସକଳର ମଙ୍ଗଳ!
*ବନ୍ଦେ ଉତ୍କଳ ଜନନୀ*
*ଜୟଜୟ ଶ୍ରୀ ଜଗନ୍ନାଥ*
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇🐌🐚🐌

No comments:
Post a Comment