Tuesday, 24 October 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତମ୍  🌞 ବନ୍ଦେମାତରମ୍* ⛳
  ....................................................
   🐌🌿🍁🐌ॐ🐇🐌🐚🐌
  *କାର୍ତ୍ତିକମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି*
   *ଜ୍ୟେଷ୍ଠା ନକ୍ଷତ୍ର, ଦକ୍ଷିଣାୟନ*
      *ବିଛାଚନ୍ଦ୍ର, ହେମନ୍ତଋତୁ*
           *ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪, ମଙ୍ଗଳବାର*
      *ଇଂରାଜୀ  ତା. ୨୪  ରିଖ*
        *ଅକ୍ଟୋବର ୨୦୧୭*
~~~~~~~~~|lॐl|~~~~~~~~~
          [] [] *ପ୍ରଭାତ ପ୍ରସାଦ* [] []
           
         ନୁହେଁ ବୃଦ୍ଧ ସେହି ଜନ
          ଶୁକ୍ଳ କେଶ ଅଟେ ଯାର ଶିର
        ଯୌବନେ ଯେ ଜ୍ଞାନରତ
    ଦେବେ ତାଙ୍କୁ ବୋଲନ୍ତି ସ୍ଥବିର
       ଯୌବନେ ଧାର୍ମିକ ହେବ
    ଏ ଜୀବନ ଯେଣୁ ଅନିଶ୍ଚିତ
          କେଜାଣି କାହାର ଆଜି ମୃତ୍ୟୁକାଳ
         ହେବ ଆସି ଉପସ୍ଥିତ ||

                    [ *ଭକ୍ତକବି ମଧୁସୂଦନ*]
   
   🙏🙏🙏🙏🙏🙏🙏🙏
          
             *ବନ୍ଦେ ଉତ୍କଳ ଜନନୀ*
            *ଜୟଜୟ ଶ୍ରୀ ଜଗନ୍ନାଥ*
    🌈 *ଦିନଟି ମଙ୍ଗଳମୟ ହେଉ*🌈
  🐌🌿🍁🐌🐇💐🐌🐚🐌

No comments: