Wednesday, 18 October 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ 🌞ବନ୍ଦେମାତରମ୍*⛳
🐌🚩🌹🐌🐄🐌🌹🚩
  *କାର୍ତ୍ତିକମାସ, କୃଷ୍ଣପକ୍ଷ, ଚତୁର୍ଦ୍ଦଶୀ ତିଥି*
*ଉ.ଫାଲ୍ଗୁନି ନକ୍ଷତ୍ର, ଦକ୍ଷିଣାୟନ*
    *କନ୍ଯାଚନ୍ଦ୍ର, ହେମନ୍ତଋତୁ*
          *ଯୁଗାବ୍ଦ-୫୧୧୯*
*ବିକ୍ରମ ସମ୍ବତ୍ ୨୦୭୪, ବୁଧବାର*
      *ଇଂରାଜୀ ୧୮ତାରିଖ*
        *ଅକ୍ଟୋବର ୨୦୧୭*
~~~~~~~lॐl~~~~~~~~~
        *||ପ୍ରଭାତ ପ୍ରାର୍ଥନା ||*
ନମୋ ନିରଞ୍ଜନ ନିଖିଳ ନିଧାନ
ବ୍ୟାପ୍ତ ସର୍ବ ଚରାଚର
ପ୍ରଭୁ ଦୟାମୟ ମଙ୍ଗଳଆଳୟ
ଜୟ ଜଗଦୀଶ ହରେ!
ଧରି ତୁମ୍ଭ ବଳ ବହଇ ଅନିଳ ଅନ୍ତରୀକ୍ଷେ ନିରନ୍ତରେ!
ଆଦେଶେ ଉଦଧି ନ ଲଂଘେ ଅବଧି
ଜୟ ଜଗଦୀଶ ହରେ!
ତବ ଦିବାଜ୍ଯୋତି ପରକାଶେ ନିତି
ଗ୍ରହତାରା ନୀଳାମ୍ବରେ
ତବ ପୂର୍ଣ୍ଣ ହାସେ କୁସୁମ ବିକଶେ
ଜୟ ଜଗଦୀଶ ହରେ!
ନଦୀବନଗିରି ଭୀମକାନ୍ତ ଶୀରି
ତୁମରି କଟାକ୍ଷେ ଧରେ
ଗାଏ ତବ ଗୀତି ଏ ବିଶ୍ଵ ଭାରତୀ
ଜୟ ଜଗଦୀଶ ହରେ!
🌈 *ଦିନଟି ମଙ୍ଗଳମୟ ହେଉ*🌈
🐌🌿🍁🐌🐇🐌🐚🐌

No comments: