⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
*ଆଜି ୨୨ ଅଗଷ୍ଟ ୨୦୧୭ ମଙ୍ଗଳ ବାର*
*ଓଡ଼ିଆ ଭାଦ୍ରବ ମାସ* *ଶୁକ୍ଳ ପକ୍ଷ*
*ପ୍ରତିପଦା ତିଥି* *ମଘା ନକ୍ଷତ୍ର*
*ସୂର୍ଯ୍ୟ ଦକ୍ଷିଣାୟନ, ସିଂହ ଚନ୍ଦ୍ର*
*ଶରତ ଋତୁ, ଯୁଗାବ୍ଦ୫୧୧୯*
*ବିକ୍ରମସମ୍ବତ୍ ୨୦୭୪*
💐🐌🌿🍁🐌🐇🐌🍁
*ସରଗ ବିଳାସ ପ୍ରୟାସୀ ନୁହେଁ ମୁଁ*
*ପିୟୁଷେ ନ ବଳେ ମନ*
*ନଦୀ ଜଳ ସୁଧା ଧରାଟି ମୋହର*
*ଚାରୁ ଚନ୍ଦନ ବନ*
ଧରାରମୋହ
_*କବି ବିଦ୍ୟୁତ୍ ପ୍ରଭା,*_
_*ବନ୍ଦେ ଉତ୍କଳ ଜନନୀ*_
🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ ହେଉ* 💐
🐌🌿🍁🐌🐇🐌🍁☔

No comments:
Post a Comment