⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
*ଆଜି ୨୧ ଅଗଷ୍ଟ ୨୦୧୭ ସୋମବାର*
*ଓଡ଼ିଆ ଭାଦ୍ରବ ମାସ* *କୃଷ୍ଣ ପକ୍ଷ*
*ଅମାବାସ୍ୟା ତିଥି* *ଅଶ୍ଳେଷା ନକ୍ଷତ୍ର*
*ସୂର୍ଯ୍ୟ ଦକ୍ଷିଣାୟନ କର୍କଟ ଚନ୍ଦ୍ର*
*ଶରତ ଋତୁ, ଯୁଗାବ୍ଦ୫୧୧୯*
*ବିକ୍ରମସମ୍ବତ୍ ୨୦୭୪*
💐🐌🌿🍁🐌🐇🐌🍁
*ଦିବସ ଦୀପର ନିର୍ବାଣ ପରେ ସୁଦୂର ଚକ୍ରବାଳେ*
*ନିଘନ ତିମିରେ ରହିରହି କିଏ ଶୁଭ୍ର ଆଲୋକ ଢାଳେ*
*ଧରଣୀରେ ଯେବେ ଆସଇ ସୂର୍ଯ୍ୟ ପକାଇ ପ୍ରଥମ ପାଦ*
*ଖଦ୍ଯୋତିକାର ମହତ କର୍ମେ ଅରପେ ଧନ୍ୟବାଦ*
◀ *ଖଦ୍ୟୋତିକା* ▶
_*କବି ବିଦ୍ୟୁତ୍ ପ୍ରଭା,*_
🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ ହେଉ* 💐
🐌🌿🍁🐌🐇🐌🍁☔

No comments:
Post a Comment