⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
*ଆଜି ୨୪ ଅଗଷ୍ଟ ୨୦୧୭ଗୁରୁବାର*
*ଓଡ଼ିଆ ଭାଦ୍ରବ ମାସ* *ଶୁକ୍ଳ ପକ୍ଷ*
*ତୃତୀୟା ତିଥି* *ଉ. ଫାଲ୍ଗୁନୀ ନକ୍ଷତ୍ର*
*ସୂର୍ଯ୍ୟ ଦକ୍ଷିଣାୟନ କନ୍ଯା ଚନ୍ଦ୍ର*
*ଶରତ ଋତୁ, ଯୁଗାବ୍ଦ୫୧୧୯*
*ବିକ୍ରମସମ୍ବତ୍ ୨୦୭୪*
( ବାଲି ତୃତୀୟା )
💢💠💢💠💢💠💢💠
➖ *ସାହିତ୍ୟ ପ୍ରସାଦ*➖
ନୈଶ ଗଗନ ପୁଷ୍ପିତ କରି
ଥାଉ ପଛେ ତାରା ଉଇଁ
ଭଲ ପାଏ ମୁହିଁ ଅଙ୍ଗନ ଭରା
ଶୁଭ୍ର ମାଳତୀ ଯୁଇ
ମେଘଦେଶେ ଯେତେ ବିଳସୁ ଦାମିନୀ
ଅଜାଡ଼ିି ଅମ୍ବୁ ଧାରା
ମନେ ପଡ଼େ ମୋର
ମାଟି କୁଡ଼ିଆର
ସଜଳ ନୟନ ତାରା !
*ମାଟିମାୟା*
_*କବି ବିଦ୍ୟୁତ୍ ପ୍ରଭା,*_
~~~~~~~~~~~~~~~~
_*ବନ୍ଦେ ଉତ୍କଳ ଜନନୀ*_
🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ ହେଉ* 💐
🐌🌿🍁🐌🐇🐌🍁☔
Thursday, 24 August 2017
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment