Friday, 25 August 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
*ଆଜି ୨୫ ଅଗଷ୍ଟ ୨୦୧୭ଶୁକ୍ରବାର*
   *ଓଡ଼ିଆ ଭାଦ୍ରବ ମାସ* *ଶୁକ୍ଳ ପକ୍ଷ*   
    *ଶ୍ରୀ ଗଣେଶ ଚତୁର୍ଥୀ * *ହସ୍ତା ନକ୍ଷତ୍ର*
    *ସୂର୍ଯ୍ୟ ଦକ୍ଷିଣାୟନ କନ୍ଯା ଚନ୍ଦ୍ର*
    *ଶରତ ଋତୁ, ଯୁଗାବ୍ଦ୫୧୧୯*
      *ବିକ୍ରମସମ୍ବତ୍ ୨୦୭୪*
           
💢💠💢💠💢💠💢💠
            ➖ *ସାହିତ୍ୟ ପ୍ରସାଦ*➖
                ଫୁଲ
               ******
        ବିଶ୍ବର ସେବାଲାଗି
        ଜନମ ତା ମହୀରେ
      ବଚନେ ତା ସୌଷ୍ଠବ
        ହୁଏ ନାହିଁ କହିରେ
   କ୍ଷଣେ ପଛେ କହୁ କଥା
        ସାର୍ଥକ ଜନମତା
ଅନ୍ତର ଭାଷାତାର ଆଭାସଇ ଲପନ
       ସ୍ରଷ୍ଟାର କ୍ଷଣିକସେ
     ସୁକୋମଳ ସପନ !

                       _*କବି ବିଦ୍ୟୁତ୍ ପ୍ରଭା,*_
*~~~~~~~~~~~~~~~~~~*
      _*ବନ୍ଦେ ଉତ୍କଳ ଜନନୀ*_
  🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

No comments: