ସ୍ୱାମୀଜୀ ବୁଝି ଥିଲେ ଓ ଶିକାଗୋରେ ବୁଝାଇ ଥିଲେ ବିଶ୍ୱବାସୀଙ୍କୁ । ଭଗିନୀ ନିବେଦିତା ବି ବୁଝିଗଲେ । କିନ୍ତୁ ଆମକୁ ଶୁଆ ପାଠ ଭଳି ପଢ଼ାଯାଉଛି ରିଲିଜିଅନ ମାନେ ଧର୍ମ । ଯେଉଁ ଧର୍ମରେ ଅସଂଖ୍ୟ ରିଲିଜିିଅନ ଅଛି, ଷଡ଼ଯନ୍ତ୍ର କରି ତାକୁ କେବଳ ଗୋଟିଏ ରିଲିଜିଅନ ଆଖ୍ୟା ଦିଆଯାଇଛି । ଆମେ ଗପ ଶୁଣିଥିଲେ ତିନି ତୁଣ୍ଡରେ ଛେଳି କୁକୁର, କିନ୍ତୁ ଏଠି ସିଂହକୁ ଗଧ କରା ଯାଇଛି । ଆମକୁ ପଢ଼ାଯାଇଛି ନିଜକୁ ଗଧ କହିବା ଶ୍ରେୟ, କିନ୍ତୁ ହିନ୍ଦୁ କହିବା ଅପରାଧ । ତେଣୁ ଆମର ସ୍ବଧର୍ମ ପ୍ରତି ଅଭିମାନ ନାହିଁ ।
ପ୍ରକୃତ ସତ୍ୟ କଣ ଏଇ ବହିରେ ପଢ଼ନ୍ତୁ ।
https://archive.org/stream/religiondharma00niverich#page/2/mode/1up
୨.୮.୧୭

No comments:
Post a Comment