⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
*ଆଜି ୨୩ ଅଗଷ୍ଟ ୨୦୧୭ ବୁଧବାର*
*ଓଡ଼ିଆ ଭାଦ୍ରବ ମାସ* *ଶୁକ୍ଳ ପକ୍ଷ*
*ଦ୍ବିତୀୟା ତିଥି* *ପୂର୍ବା ଫା. ନକ୍ଷତ୍ର*
*ସୂର୍ଯ୍ୟ ଦକ୍ଷିଣାୟନ ସିଂହ ଚନ୍ଦ୍ର*
*ଶରତ ଋତୁ, ଯୁଗାବ୍ଦ୫୧୧୯*
*ବିକ୍ରମସମ୍ବତ୍ ୨୦୭୪*
💢💠💢💠💢💠💢💠
➖ *ସାହିତ୍ୟ ପ୍ରସାଦ* ➖
*ଯୁଗେ ଯୁଗେ ବିଶ୍ବମୁଖେ*
*ଭରେ ଯେ ଅଶନ*
*ଲୀଳାରତେ ତଳେତାର*
*ଅନନ୍ତ ଜୀବନ*
*ଚରାଚର ପାଳେ ସେହୁ*
*ନିଜ ବୁକୁ କାଟି*
*ସେହିମୋର ସର୍ବଂସହା*
*ମୌନମୟୀ ମାଟି*
*ମାଟିମାଆ*
_*କବି ବିଦ୍ୟୁତ୍ ପ୍ରଭା,*_
_*ବନ୍ଦେ ଉତ୍କଳ ଜନନୀ*_
🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ ହେଉ* 💐
🐌🌿🍁🐌🐇🐌🍁☔
Wednesday, 23 August 2017
ପ୍ରଭାତ ପ୍ରସାଦ
Subscribe to:
Post Comments (Atom)

No comments:
Post a Comment