Saturday, 26 August 2017

ପ୍ରଭାତ ପ୍ରସାଦ

⛳ *ସୁପ୍ରଭାତ* 🌞 *ବନ୍ଦେ ମାତରମ୍*
🐌🌿🍁🐌🐇🐌🐚🍁
*ଆଜି ୨୬ ଅଗଷ୍ଟ ୨୦୧୭ ଶନିବାର*
   *ଓଡ଼ିଆ ଭାଦ୍ରବ ମାସ* *ଶୁକ୍ଳ ପକ୍ଷ*   
    *ଋଷି ପଞ୍ଚମୀ * *ଚିତ୍ରା ନକ୍ଷତ୍ର*
    *ସୂର୍ଯ୍ୟ ଦକ୍ଷିଣାୟନ ତୁଳା ଚନ୍ଦ୍ର*
    *ଶରତ ଋତୁ, ଯୁଗାବ୍ଦ୫୧୧୯*
      *ବିକ୍ରମସମ୍ବତ୍ ୨୦୭୪*
           
💢💠💢💠💢💠💢💠
            ➖ *ସାହିତ୍ୟ ପ୍ରସାଦ*➖
    *ଚିର ଅଭାଜନ ଅଧମରେ ଯେବେ*
    *ଭଲପାଅ ପ୍ରାଣପ୍ରିୟ*
   *ରୋଗ ଜରାଭୀତି* *ପାପତାପ କ୍ଳେଶୁଁ*
        *ସମୂଳେ ମୁକ୍ତି ଦିଅ!
ରସନାରେ ଦିଅ ବିମଳ ସତ୍ୟ*
        *ନୀରୋଗ ସ୍ବାସ୍ଥ୍ୟ ମୋତେ*
   *ଦୀନ ବାନ୍ଧବ ଏ ଦିନକୁ ଯେବେ*
        *ଭଲ ପାଅ ହୃଦ ଗତେ*  !
..............................................
               
  *ନୂଆ ଖାଇ ଅଭିନନ୍ଦନ ସମସ୍ତଙ୍କୁ*         *~~~~~~~~~~~~~~~~~~~*
      _*ବନ୍ଦେ ଉତ୍କଳ ଜନନୀ*_
  🙏 *ଜୟଜୟ ଶ୍ରୀ ଜଗନ୍ନାଥ* 🙏
💐 *ଦିନଟି ମଙ୍ଗଳମୟ  ହେଉ* 💐
🐌🌿🍁🐌🐇🐌🍁☔

No comments: